Sale!
,

TBW HSC Test Paper 2026 Objective MCQ & Subjective

Rated 5.00 out of 5 based on 7 customer ratings

$ 13.78

Availability:

What’s in this 2-in-1 TBW HSC Test Paper: Objective MCQ and Subjective together Previous Years Board Exam Question Papers and Answers Along with this, important and difficult questions are hinted! Not only remember the answer to the question, but know how it happened! In addition, TBW HSC book provides Chapter-wise most likely questions: for both half-yearly and annual board exams! Previous year board questions are mentioned in the probable questionable section; So that it will be very easy for the students to read Chapter-wise. That’s not all! This book also contains – 25 sets of sample questions and answers for annual board exams, 10 sets of sample questions and answers for half-yearly exams! Memory Express has everything you need to do revision easily and in less time. କଣ କଣ ଅଛି ଏହି 2-in-1 TBW HSC Test Paper ରେ : Objective MCQ  ଓ Subjective ଏକାଠି ବିଗତ ବର୍ଷ ଗୁଡିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର  ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଓ କଠିନ ପ୍ରଶ୍ନଗୁଡିକର Hint ଦିଆଯାଇଛି ! ମାନେ ପ୍ରଶ୍ନଟିର ଉତ୍ତରକୁ କେବଳ ଘୋଷି ମନେରଖିବା ନାହିଁ, ବରଂ ତାହା କିପରି ହେଲା ତାହା ଜାଣିବା !   ଏହା ସହିତ TBW HSC ବହିରେ ଦିଆଯାଇଛି Chapter-wise ଅତି ସମ୍ଭାବିତ ପ୍ରଶ୍ନୋତ୍ତର : ଉଭୟ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ ! ସମ୍ଭାବିତ ପ୍ରଶ୍ନୋତ୍ତର ବିଭାଗରେ ବିଗତ ବର୍ଷର ବୋର୍ଡ ପ୍ରଶ୍ନଗୁଡିକୁ ସୂଚିତ କରାଯାଇଛି; ଯାହାଦ୍ୱାରା ଛାତ୍ରଛାତ୍ରୀ Chapter-wise ପଢିଲାବେଳେ ଅତି ସହଜ ହେବ. ଏତିକି ନୁହେଁ ! TBW HSC Test Paper ରେ ଦିଆଯାଇଛି  –  ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ 25 ସେଟ ନମୁନା ପ୍ରଶ୍ନ ଓ ଉତ୍ତର, ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ 10 ସେଟ ନମୁନା ପ୍ରଶ୍ନ ଓ ଉତ୍ତର ! ସହଜରେ ଓ କମ ସମୟରେ Revision କରିବା ପାଇଁ ପ୍ରତି ବିଷୟରେ ରହିଛି Memory Express.
Shopping Cart